Lesson 1 of 5 • 3 upvotes • 10:57mins
୧.ଏହି ଭିଡ଼ିଓ ଜରିଆରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ📊 ପ୍ରସ୍ତୁତି ହୁଏ କିପରି, କିଏ ପ୍ରସ୍ତୁତ କରନ୍ତି ଜାଣିବା⤵️⤵️ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ📊 ୨୦୧୮-୧୯ ବର୍ଷ ପାଇଁ ଆସିସାରିଛି🗞️🗞️ ଏହି ରିପୋର୍ଟରେ ବିଗତ ବର୍ଷର ଅର୍ଥନୀତି📉ର ଅବସ୍ଥା ଆଉ ଭବିଷ୍ୟତ ପାଇଁ ଯୋଜନା📋 ରହିଥାଏ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ସମ୍ପର୍କରେ ପ୍ରଶ୍ନ ଆପଣଙ୍କ ପରୀକ୍ଷାରେ📑 ବାରମ୍ବାର ଆସୁଛି ତେଣୁ ଏହି ବିଷୟରେ ଜାଣିବାର ଆବଶ୍ୟକତା ରହିଛି📖
5 lessons • 50m