Lesson 6 of 6 • 18 upvotes • 12:07mins

ଷଷ୍ଠ ଭାଗ-ବସ୍ତୁ ବାଚକ ଓ ଗୁଣ ବାଚକ ନମସ୍କାର ବନ୍ଧୁଗଣ ଓଡ଼ିଆ ବ୍ୟାକରଣ ଓଡ଼ିଶାର ପ୍ରାୟ ଛୋଟ ବଡ ସବୁ ପରୀକ୍ଷାରେ ପଚରା ଯାଇଥାଏ ସେହି ଉଦ୍ଦେଶ୍ୟ ରଖି ଓଡ଼ିଆ ବ୍ୟାକରଣ କୁ ଆପଣଙ୍କ ପାଖରେ ପ୍ରସ୍ତୁତ କରୁଛି ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁକିଛି ଓଡ଼ିଆ ବ୍ୟାକରଣ ରେ ଜଣାଇବାକୁ ଚେଷ୍ଟା କରିବି, ଆଶା ଆପଣଙ୍କ ସହଯୋଗ ରହିବ ଧନ୍ୟବାଦ
6 lessons • 1h 14m