6K followers • Geography
Jul 21, 2021 • 45m • 218 views
ପ୍ରିୟ ଛାତ୍ର ଏଠାରେ ଆମେ ଓଡିଆ ଭାଷାରେ କିଛି ଓଡ଼ିଆ ଜେନେରାଲ ଷ୍ଟଡ଼ିଜ ର କିଛି ମହତ୍ୱପୂର୍ଣ୍ଣ ପ୍ରଶ୍ନ ବିଷୟରେ ଆଲୋଚନା କରିଛୁ ଯାହା ଆପଣଙ୍କର ASO, Ri, Amin, ଓଡିଶା ପୋଲିସ୍ SI ପରୀକ୍ଷା ପରି ଆପଣଙ୍କର ସମସ୍ତ ଆଗାମୀ ଓଡିଶା ପ୍ରତିଯୋଗୀତା ପରୀକ୍ଷାରେ ସାହାଯ୍ୟ କକରିବ || ଏଥିରେ ଆପଣଙ୍କୁ ଇତିହାସ , ଭୂଗୋଳ, ଅର୍ଥନୀତି, ପୋଲିଟି ପ୍ରଶ୍ନ ଦେଖିବାକୁ ମିଳିବ ସେଥିପାଇଁ ସେସନ ଟିକୁ ଭଲ ଭାବରେ ଦେଖନ୍ତୁ ଓ ଅଧିକ କ୍ଲାସ ପାଇଁ ମୋତେ FOLLOW କରନ୍ତୁ